ETV Bharat / lifestyle

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି ଅଧିକ ଖର୍ଚ୍ଚାନ୍ତ ହେବେ - TODAY HOROSCOPE

ଜାଣନ୍ତୁ ଆଜିର ଦିନଟି ଆପଣଙ୍କ କିପରି କଟିବ ? ଏହି ରାଶିର ବ୍ୟକ୍ତିମାନେ ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କ ରହିବା ନିହାତି ଆବଶ୍ୟକ ।

TODAY HOROSCOPE
TODAY HOROSCOPE (ETV Bharat)
author img

By ETV Bharat Odisha Team

Published : June 4, 2025 at 12:01 AM IST

Updated : June 4, 2025 at 3:18 AM IST

3 Min Read

ମେଷ: ଆଜିର ଦିନଟି ଆପଣଙ୍କ ସୁଖ ଶାନ୍ତିରେ କଟିବ । ଆପଣଙ୍କ ନକ୍ଷତ୍ର ସୃଜନଶୀଳତାର ସଙ୍କେତ ଦେଉଛି, ଆପଣ ବହୁ ଦିନରୁ ଚାହୁଁଥିବା କବିତା ଲେଖିବା ପାଇଁ ଆଜି ଭଲ ଦିନ ଅଟେ କିମ୍ବା ଆପଣ କୌଣସି କଳାକୃତି ତିଆରି ମଧ୍ୟ କରିପାରିବେ । ଘରର ପରିବେଶ ସୁଖ ଶାନ୍ତିରେ ଭରା ହେବାର ସମ୍ଭାବନା ରହିଛି, ସନ୍ଧ୍ୟାରେ କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ,ସ୍କୁଲ ଦିନର ସୁଖଦ ସ୍ମୃତିକୁ ମନେ ପକାଇବେ । କର୍ମ ସ୍ଥଳରେ ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କ ରୁହନ୍ତୁ,ତାଙ୍କୁ ଅସମ୍ମାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଆପଣଙ୍କ ସମାଲୋଚକ ସହ ମତଭେଦ ବଡ଼ ଗଣ୍ଡଗୋଳର ରୂପ ନେଇ ପାରେ,ଏଭଳି ସ୍ଥିତି ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

ବୃଷ: ଆଜିର ଦିନ ଆପଣଙ୍କ ସାଧାରଣ ହୋଇପାରେ । ଆପଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟସ୍ତ ରହିପାରନ୍ତି,ବିଶେଷ କରି ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରିପାରେ । ସ୍ଥାବର ସମ୍ପତ୍ତି ସମ୍ପର୍କିତ କୌଣସି ଲେଖାପଢ଼ା କିମ୍ବା ଡିଲ୍ ଠାରୁ ଦୂରେଇ ରୁହନ୍ତୁ । ନିରାଶାବାଦୀ ମନୋଭାବ ପରିତ୍ୟାଗ କରନ୍ତୁ,କାରଣ ସନ୍ଧ୍ୟାରେ ପରିସ୍ଥିତି ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚିନ୍ତା ଦୂର ହୋଇଥିବାରୁ ଆପଣ ଶାରିରୀକ ଓ ମାନସିକ ଭାବେ ଉଲ୍ଲସିତ ଅନୁଭବ କରିବେ । ଏକ ଭଲ ସମୟ ଆରମ୍ଭ ହେଉଛି,ତେଣୁ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇବା ଆବଶ୍ୟକ । ସୃଜନାତ୍ମକ କାମରେ ମନୋନିବେଶ କରନ୍ତୁ । ଧାର୍ମିକ କାର୍ଯ୍ୟକଳାପରେ ଆପଣ ସାମିଲ ହେବାର ସମ୍ଭାବନା ରହିଛି ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ । ଆପଣଙ୍କ ଭାଇମାନଙ୍କ ସହିତ ଭଲ ସମ୍ପର୍କ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ପ୍ରିୟଜନଙ୍କ ସହିତ ଏହି ସନ୍ଧ୍ୟା ଅତି ଆନନ୍ଦ ଏବଂ ହସ ଖୁସିରେ କଟିବ । ଅବଶ୍ୟ ଦିନର ଦ୍ୱିତୀୟ ଭାବରେ ନକ୍ଷତ୍ର ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି । ଫଳରେ ଆପଣ ଅତ୍ୟଧିକ ସମ୍ବେଦନଶୀଳ ହେବେ, ବିରକ୍ତିଭାବ ଏବଂ ବିରୋଧୀ ମନୋଭାବ ଆପଣଙ୍କୁ ଘେରି ରହିବ ।

କର୍କଟ: ଏହି ଦିନ ଆପଣ ବନ୍ଧୁମାନଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ସମୟ ବିତାଇବେ । ଆପଣଙ୍କ ମିଠା ଭାଷା ଜଟିଳ ସମସ୍ୟାକୁ ମଧ୍ୟ ସିଧା ଏବଂ ସରଳ କରିଦେବ । ସନ୍ଧ୍ୟାରେ ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି । ଆପଣଙ୍କ ଏକ ସହକର୍ମୀଙ୍କ ସହିତ ଆପଣ ଅତ୍ୟନ୍ତ ନିକଟତର ହେବାର ଆନନ୍ଦ ନେବେ ।

ସିଂହ: ଆଜିର ଦିନ ହେଉଛି ଧ୍ୟାନ କେନ୍ଦ୍ରୀଭୂତ କରିବା ଏବଂ ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ଦିନ । ଘରର ପରିବେଶ ଶାନ୍ତ ଏବଂ ବନ୍ଧୁତ୍ୱ ପୁର୍ଣ୍ଣ ରହିବ; ବିବାହିତ ଦମ୍ପତି ମାନେ ବିବାହିତ ଜୀବନର ଆନନ୍ଦ ନେବେ । ପରିବାରରେ ଥିବା ବରିଷ୍ଠ ବ୍ୟକ୍ତି ଆପଣଙ୍କ ପାଇଁ ଉପକାରୀ ହେବେ । ବିଳାସ ଏବଂ ଆରାମ ପାଇଁ ଆପଣ ନିଜ ଆୟର କିଛି ଅଂଶ ଖର୍ଚ୍ଚ କରିପାରନ୍ତି ବା ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି ।

କନ୍ୟା: ଆଜି ଆପଣ ଅଧିକ ଭାବ ପ୍ରବଣ ଏବଂ ସମ୍ବେଦନଶୀଳ ହୋଇପାରନ୍ତି, ଆପଣ ସହଜରେ ଅନ୍ୟ କଥାରେ ପ୍ରଭାବିତ ହୋଇପାରନ୍ତି । କଳହ କିମ୍ୱା ବିବାଦକୁ ଏଡାଇବା ଆପଣଙ୍କ ପାଇଁ ଭଲ ହେବ । କୌଣସି କଟୁ କଥା କହିବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ, ନଚେତ୍‌ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କ ପ୍ରତି ଦୁଃଖିତ ହୋଇପାରନ୍ତି । ଆପଣଙ୍କ ଆର୍ଥିକ ସମସ୍ୟା ବିପଦରେ ପଡିପାରେ ।

ତୁଳା: ଆଜି ଆପଣଙ୍କ ପାଇଁ ଅନୁକୂଳ ସମୟ ନୁହନ୍ତି,ତେଣୁ ଦିନଟି ବଡ କଷ୍ଟରେ କଟିବ । ନିଜକୁ ଶାନ୍ତ ରଖନ୍ତୁ ଏବଂ ସାମାଜିକ ମିଳାମିଶା କରିବା ଏଡାନ୍ତୁ । ଏକ ନୂଆ କାର୍ଯ୍ୟ ଆଜି ଆରମ୍ଭ କରିବା ଏକ ଭଲ ଚିନ୍ତାଧାରା ହେବ ନାହିଁ । ଆପଣଙ୍କ ମନ ବ୍ୟସ୍ତତାରେ ଘୁରି ବୁଲିବ ଏବଂ ଆପଣଙ୍କ ଏକାଗ୍ରତା ରହିବ ନାହିଁ । ଏକ ସମୟରେ ଆପଣଙ୍କ ଉପରେ ଷ୍ଟ୍ରେସ୍‌ ବଢିଯିବ, ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

ବିଛା: ଆଜି ନ ହେବା କାମ ମଧ୍ୟ ହୋଇଯିବ ! ନୂଆ ପ୍ରକଳ୍ପ ଆସିବାର ଅଛି,ସମୟ ସୀମା ପୂରଣ କରିବା ଏବଂ କାର୍ଯ୍ୟରେ ସଫଳତା ଆଜି ଅତି ସହଜ ହେବ । ପ୍ରଶଂସାରେ ବୁଡି ରହିବା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ । ଜମି ଏବଂ ଘର ଭଳି ଅଚଳ ସମ୍ପତ୍ତି କାରବାରକୁ ଅନ୍ତିମ ରୂପ ଦେବା ପାଇଁ ଆଜି ହେଉଛି ଏକ ଶୁଭ ଦିନ ।

ଧନୁ : ଆଜି ଦିନ ସାରା ଆପଣଙ୍କ ପାଇଁ କଷ୍ଟକର ରହିବ, ଅବଶ୍ୟ ଧାର୍ମିକ ଯାତ୍ରା କିମ୍ୱା ଧାର୍ମିକ କାର୍ଯ୍ୟ କିଛି ପରିମାଣରେ ସେହି କଷ୍ଟ ଉପଶମ ହେବ । ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ,କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ । ତେ‌ଣୁ ସହ କର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ ଦିନର ଦ୍ୱିତୀୟ ଭାବରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇପାରନ୍ତି ।

ମକର: ଆଜି ଆପଣଙ୍କ ଦିନ ସୁଖମୟ ହୋଇନପାରେ । କୌଣସି ବ୍ୟକ୍ତିଙ୍କ ସହ ଲମ୍ୱା ଆଲୋଚନା କରନ୍ତୁ ନାହିଁ,ଶାନ୍ତ ରହନ୍ତୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଆକସ୍ମିକ ଖର୍ଚ୍ଚ ହୋଇପାରେ କାରଣ ଆପଣଙ୍କର କୌଣସି ପ୍ରୀୟଜନ ଗୁରୁତର ରୋଗରେ ପିଡୀତ ହୋଇପାରନ୍ତି ।

କୁମ୍ଭ : ଆପଣଙ୍କ ବ୍ୟବସାୟ ପାଟନର ଏବଂ ଗ୍ରାହକଙ୍କ ସହିତ ସନ୍ତୋଷଜନକ ଏବଂ ରାଜିନାମା ଆଧାରରେ କାରବାର କରନ୍ତୁ,ତାହା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସହକର୍ମୀଙ୍କ ସହିତ ଆଲୋଚନା ଏଡାନ୍ତୁ,ଏହା ତାଙ୍କ ସହିତ ଥିବା ଭଲ ସମ୍ପର୍କ ନଷ୍ଟ କରିଦେଇପାରେ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ଆପଣ ଆଶା ଅନୁସାରେ ଫଳ ପାଇବେ ନାହିଁ । ଘରର ପରିବେଶ ନିରବ ଏବଂ ଶାନ୍ତ ରହିବ ।

ମୀନ: ଆଜି ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ରହିବ କିନ୍ତୁ ଆପଣଙ୍କ ପାଟନରଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ ହୋଇପାରେ, ଫଳରେ ଦିନର ଅବଶିଷ୍ଟ ସମୟ ଆପଣ ହତାସ ରହିପାରନ୍ତି । ଏହାସହ ଅଧିକା ଖର୍ଚ୍ଚାନ୍ତ ହୋଇପାରନ୍ତି ।

Last Updated : June 4, 2025 at 3:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.