ETV Bharat / lifestyle

ରାଶିଫଳ: ରାମ ନବମୀରେ କେମିତି କଟିବ ଦିନ ? କେଉଁମାନଙ୍କୁ ମିଳିବ ଶ୍ରୀରାମଙ୍କ ଆଶୀର୍ବାଦ - TODAY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ । କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କ'ଣ ରହିଛି । ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ ।

Rashifal 6th April 2025 Sunday Horoscope Prediction
Rashifal 6th April 2025 Sunday Horoscope Prediction (ETV Bharat)
author img

By ETV Bharat Odisha Team

Published : April 6, 2025 at 12:00 AM IST

4 Min Read

ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବା ପାଇଁ ଆପଣ ନିଜର ସାଧାରଣ ପଥରୁ ଅଲଗା ହେବେ । କର୍ମ ଅନୁସାରେ ସଫଳତା ମିଳିନପାରେ ବା ବିଳମ୍ବରେ ମିଳିପାରେ । ଖର୍ଚ୍ଚର ପରିମାଣ ବଢ଼ିବ । ଧାର କରଜ ଦେଉଥିଲେ ବା ନେଉଥିଲେ ସତର୍କତାର ସହ କରନ୍ତୁ । ଯାତାୟାତ ସମୟରେ ଅଧିକ ସତର୍କ ରୁହନ୍ତୁ । ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସାମିଲ ନକରିବା ଆପଣଙ୍କ ପାଇଁ ଭଲ ହେବ । ସନ୍ଧ୍ୟ ସମୟରେ କିଛି ଭଲ ଖବର ମିଳିବ ।

Rashifal 6th April 2025 Sunday Horoscope Prediction
Rashifal 6th April 2025 Sunday Horoscope Prediction (ARIES)

ବୃଷ: ଆଜି ଆପଣଙ୍କ ଅଯଥା ଶତ୍ରୁ ଯାତ ହୋଇପାରନ୍ତି । ସେମାନେ ଆପଣଙ୍କ ଅନିଷ୍ଠ କରିବା ପାଇଁ ଯୋଜନା କରିବେ । ମାତ୍ର ଆପଣଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିନ୍ତ ପ୍ରାପ୍ତ ହେବ । ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇପାରନ୍ତି । ଆପଣଙ୍କର ଖୁସ୍ ମିଜାଜ ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ । ଆପଣଙ୍କ ଭିତରେ ସକାରାତ୍ମକତା ଭାବ ଆସିବ । ଧର୍ମ କାର୍ଯ୍ୟରେ ଖର୍ଚ୍ଚ କରି ଆତ୍ମସନ୍ତୋଷ ଲାଭ କରିବେ ।

Rashifal 6th April 2025 Sunday Horoscope Prediction (TAURUS)

ମିଥୁନ: ନିଜ ଉଦ୍ୟମରେ ଆପଣଙ୍କର ଯୋଜନା ଅନୁଯାୟୀ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଆପଣଙ୍କର ଆର୍ଥିକ ସମସ୍ୟାରେ ଆପଣଙ୍କୁ ଧକ୍କା ଲାଗିବାର ସଙ୍କେତ ମିଳୁଛି । କିନ୍ତୁ ଆପଣଙ୍କର ଯୋଜନା ପୁନର୍ବାର ପରେ ସହଜରେ କାର୍ଯ୍ୟ କରିପାରିବ ଆପଣଙ୍କର ବନ୍ଧୁ ଏବଂ ଶୁଭଚିନ୍ତକ ଆପଣଙ୍କୁ ଖୁସି ରଖିବେ । ଦିନଟି ଭ୍ରମଣ ପାଇଁ ଭଲ ରହିବ । ନୂତନ ଦ୍ରବ୍ୟ କ୍ରୟ କରିବାରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ବାହାର ଖାଦ୍ୟପ୍ରତି ସତର୍କ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।

Rashifal 6th April 2025 Sunday Horoscope Prediction (GEMINI)

କର୍କଟ: ରାମ ନବମୀରେ ଶ୍ରୀରାମଙ୍କ ଆଶୀର୍ବାଦରୁ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଠାରୁ ଶୁଭ ଦିନ ଆଉ ନାହିଁ । ଆପଣଙ୍କ ନକ୍ଷତ୍ର ଆପଣଙ୍କ ନିଜ ସ୍ୱଭାବ ଭଳି ବ୍ୟବହାର କରୁଛନ୍ତି । ଆପଣ ଆଜି ଦିନଟି ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଖୁସିଗପରେ ମସଗୁଲ୍ ରହିବେ । ଉପହାର ଆଦାନପ୍ରଦାନ କରି ଅତ୍ୟଧିକ ଉଲ୍ଲସିତ ହେବେ । ନିଜ ମନ କଥା ଯଦି କାହା ଆଗରେ କହିବାକୁ ଚାହୁଁଥାନ୍ତି, ତାହେଲେ ଆଜି କୁହନ୍ତୁ । ପରିଭ୍ରମଣ ଅତି ଆମୋଦଦାୟକ ହୋଇପାରେ । ସ୍ୱାଦିଷ୍ଟ ଭୋଜନରେ ଆତ୍ମସନ୍ତାଷ ବୃଦ୍ଧି ପାଇପାରେ । କୌତୁକପୂର୍ଣ୍ଣ ଖେଳରେ ନିଜକୁ ନିୟୋଜିତ କରିପାରନ୍ତି । ସାଥୀଙ୍କ ସହ ଚମତ୍କାର ସମ୍ପର୍କ ରହିବ ।

Rashifal 6th April 2025 Sunday Horoscope Prediction (CANCER)

ସିଂହ: ଆଜି ଆପଣଙ୍କର ଭାବନା ଅଧିକ ରହିବ । ଯାହାଦ୍ୱାରା ଆପଣ ମାନସିକ ଭାବେ ବ୍ୟାକୁଳ ଏବଂ ଅସ୍ଥିର ରହିବେ । କୌଣସି ମତେ କୌଣସି ଲୋକ ପାଇଁ ପ୍ରତିନିଧିତ୍ୱ ନିଅନ୍ତୁ ନାହିଁ କିମ୍ୱା ସାକ୍ଷୀ ହୁଅନ୍ତୁ ନାହିଁ । ତର୍କ ବିତର୍କ ଏବଂ ବିବାଦରୁ ଦୂରେଇ ରହନ୍ତୁ । ଆଇନ କାନୁନ ମାମଲାରେ ସାବଧାନ ହେବା ଆବଶ୍ୟକ । ଅନୁଭବ ପୂର୍ଣ୍ଣ ଏବଂ ନିଷ୍ପକ୍ଷତାର ସହ କାର୍ଯ୍ୟ କରନ୍ତୁ । ବ୍ୟୟ ନିୟନ୍ତ୍ରଣରୁ ବାହାରକୁ ଯିବାର ସମ୍ଭାବନା ଅଛି । ନିଜ କଥା ଉପରେ ନିୟନ୍ତ୍ରଣ ରଖିଲେ ବଡ଼ କଳହରୁ ମୁକ୍ତି ପାଇପାରିବେ । ବାହାର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ ।

Rashifal 6th April 2025 Sunday Horoscope Prediction (LEO)

କନ୍ୟା: ଆଜି ଦିନଟି ଶୁଭ ରହିବ । ପ୍ରଭୁ ଶ୍ରୀରାମଙ୍କ କୃପାରୁ ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ । ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ । ଅର୍ଥ ସଂକ୍ରାନ୍ତରେ ନକ୍ଷତ୍ରମାନେ ବଦାନ୍ୟ ହେବେ, ପରିଣାମ ସ୍ୱରୂପ ପାଣ୍ଠି ବଢ଼ିବ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।

Rashifal 6th April 2025 Sunday Horoscope Prediction (VIRGO)

ତୁଳା: ଆଜି ଆପଣଙ୍କୁ ପ୍ରତିଟି କାମରେ ଆତ୍ମସନ୍ତୋଷ ଏବଂ ତୃପ୍ତି ମିଳିବ । ଆପଣ ନିଜ ପ୍ରିୟତମାଙ୍କୁ ଯେକୌଣସି ସ୍ଥିତିରେ ଦେଖା କରିବେ । ଦୂରତା ବାଧକ ସାଜିବ ନାହିଁ । ଯଦି ସୌଭାଗ୍ୟବଶତଃ ଆପଣ ଆଜି ତାଙ୍କ ସହ ଏକାଠି ଥାନ୍ତି, ଘନିଷ୍ଠତା ଆହୁରି ବଢ଼ିବ । ଆପଣ ଭାବପ୍ରବଣ ଅଛନ୍ତି, ଏବଂ ନିଜ ପ୍ରେମ ପ୍ରତି ଉତ୍ସର୍ଗ କରିବା ପାଇଁ କବିତାର କିଛି ପଂକ୍ତି ଲେଖିପାରନ୍ତି । ବୃତ୍ତିଗତ ଏବଂ ଆର୍ଥିକ ବିଷୟ ଗୁଡ଼ିକ ପାଇଁ ମଧ୍ୟ ଭଲ ସମୟ ଅଟେ । ମାଆଙ୍କ ଠାରୁ ସ୍ନେହଶ୍ରଦ୍ଧା ମିଳିବ । ନିଜ ସ୍ୱପ୍ନର କାମ ପାଇପାରନ୍ତି, କିମ୍ବା କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ସମ୍ପତ୍ତି ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଫଳପ୍ରଦ ହେବ ଏବଂ ବ୍ୟବସାୟରେ ଉନ୍ନତି ହେବ ।

Rashifal 6th April 2025 Sunday Horoscope Prediction (LIBRA)

ବିଛା: ଆପଣଙ୍କ କର୍ମକ୍ଷେତ୍ରରେ ଆପଣଙ୍କୁ ସତର୍କତା ଏବଂ ଜାଗୁରିକ ହେବା ଦରକାର । ଆପଣ ଆଳସ୍ୟ ଓ ନିରୁତ୍ସାହ ଅନୁଭବ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆଜି ଦିନଟି ଠିକ୍‍ ସୁବିଧାଜନକ ନୁହେଁ । ଅନିର୍ଦ୍ଧାରିତ ଖର୍ଚ୍ଚ ପାଇଁ ପ୍ରସ୍ତୁତ ରହନ୍ତୁ । ଏହ ଛୋଟ ଭ୍ରମଣ ପାଇଁ ଇଚ୍ଚୁକ ରହିବେ । ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଅନୈତିକ କାର୍ଯ୍ୟକଳାପଠାରୁ ଦୂରେଇ ରୁହନ୍ତୁ । ଆଜି କାହାକୁ ଟଙ୍କା ଧାର ଦେଉଥିଲା ଭାବିଚିନ୍ତି ଦିଅନ୍ତୁ । ନଚେତ ଦେଇଥିବା ଟଙ୍କା ପାଖକୁ ଫେରି ନପାରେ ।

Rashifal 6th April 2025 Sunday Horoscope Prediction (SCORPIO)

ଧନୁ: ଆଜି ଆପଣଙ୍କୁ ଯାହା ଭଲ ଲାଗୁଛି ତାହା କରନ୍ତି । ନିଜ ମନକଥା ଶୁଣି କାର୍ଯ୍ୟ କରନ୍ତୁ । ଅନ୍ୟ କଥାରେ ପଡ଼ି ନିଜର କିଛି ମୂଲ୍ୟବାନ ଜିନିଷ ହରାଇପାରନ୍ତି । ପାଖ ଲୋକ ଶତ୍ରୁତା କରିପାରନ୍ତି । ଶାରୀରିକ ଓ ମାନସିକ ଭାବରେ ସାମାନ୍ୟ ଅସୁସ୍ଥ ରହିପାରନ୍ତି । ଆଜି ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହି ପାରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଅର୍ଥ ସହ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରି ଆସିବ ।

Rashifal 6th April 2025 Sunday Horoscope Prediction (SAGITTARIUS)

ମକର: ଆପଣଙ୍କ ପାଇଁ ଏହି ଦିନଟି ଭାଗ୍ୟଶାଳୀ । ସମସ୍ତ ଜିନିଷ ଟଙ୍କା, ପାଣ୍ଠି ଏବଂ ଅର୍ଥ ପାଇଁ ଏହା ହେଉଛି ଉତ୍ତମ ସମୟ । ବ୍ୟବସାୟ ବିସ୍ତାରଣ କିମ୍ୱା ପୁର୍ନଗଠନ ପାଇଁ ଯୋଜନା ଆରମ୍ଭ କରିଥିଲେ ସେଗୁଡିକ ଆଗକୁ ବୃଦ୍ଧି ହେବ ଏବଂ ଆପଣ ଯେ କୌଣସି ପ୍ରଚେଷ୍ଟା କରନ୍ତୁ, ସେଥିରେ ସଫଳ ହେବେ । ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରତିଷ୍ଠା ବୃଦ୍ଧି ହେବ । ମାନସମ୍ମାନ ଲାଭ କରିବେ । ଆକଷ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଭଦ୍ରଣରେ ଯାଇ ଉପଭୋଗ କରିପାରନ୍ତି ।

Rashifal 6th April 2025 Sunday Horoscope Prediction (CAPRICORN)

କୁମ୍ଭ: ଆଜି ଆପଣ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଯାଉଛନ୍ତି । ବ୍ୟବସାୟ ଭାଗିଦାର ଏବଂ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ । ବନ୍ଧୁତ୍ୱ ବ୍ୟବହାର କରିବେ । ଯେଉଁ କାର୍ଯ୍ୟରେ ହାସ ଦେବେ ସବୁଥିରେ ସଫଳ ହେବେ । ପରିବାର ସହିତ ସମୟ ବିତାଇବା ନିଶ୍ଚିନ୍ତ ଭାବେ ସୁଖମୟ ଏବଂ ମନଭାବନ ହେବ । ଆପଣ ସତେଜ ରହିବା ସହ ଫୁର୍ତ୍ତି ଜୀବନ୍ତ ଅନୁଭବ କରିବେ । ଯେଉଁ କାର୍ଯ୍ୟ ହାତକୁ ନେବେ ସବୁଥିରୁ ସଫଳତା ପାଇବେ । ନିବେଶ କରିବା ପାଇଁ ଆଜି ଏକ ଭଲ ଦିନ । ଆମୋଦପ୍ରମୋଦରେ ଦିନ କାଟିବେ ।

Rashifal 6th April 2025 Sunday Horoscope Prediction (AQUARIUS)

ମୀନ: ଆପଣ ଆଜି ଭବିଷ୍ୟତ ବିଷୟରେ ଚିନ୍ତା କରିବେ । ସବୁ କ୍ଷେତ୍ରରେ ଆପଣ ଲାଭବାନ ହୋଇପାରିବେ । ଷ୍ଟକ୍‍ ମାର୍କେଟରେ ବ୍ୟାପାର କରିବା ପାଇଁ ଆଜି ଦିନଟି ଭଲ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭବାନ ହେବ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ଶେଷ କରି ପ୍ରଶଂସିତ ହେବ । ଧାର ଦେଇଥିବା ଟଙ୍କା ଆଜି ପେରି ପାଇପାରନ୍ତି । ଦିନଟି ଶୁଭଙ୍କର ଥିଲେ ମଧ୍ୟ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥି ପାଠପଢ଼ାରେ ଉନ୍ନତି କରିବେ । ଅର୍ଥ କାରବାରରୁ ଲାଭ ପାଇବେ ।

Rashifal 6th April 2025 Sunday Horoscope Prediction (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.