ETV Bharat / bharat

ରାଶିଫଳ: ମେଷ ଠୁ ମୀନ, କେମିତି କଟିବ ଆଜିର ଦିନ ? - TODAY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ହେବେ ସୌଭାଗ୍ୟଶାଳୀ ? କିଏ ରହିବେ ସତର୍କ ? ପଢ଼ନ୍ତୁ ଆଜିର ରାଶିଫଳ ।

Today Odia Horoscope
Today Odia Horoscope (ETV Bharat)
author img

By ETV Bharat Odisha Team

Published : April 20, 2025 at 11:55 PM IST

3 Min Read

ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ । ଯେତେବେଳ ପର୍ଯ୍ୟନ୍ତ ଜଣେ ମହିଳା ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତା ପାଇଁ ସବୁକିଛି ଆଜି ତ୍ୟାଗ କରିବା ସ୍ୱାଭାବିକ ଅଟେ । ସେ ଆପଣଙ୍କ ମାଆ ମଧ୍ୟ ହୋଇପାରନ୍ତି । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଯଦି କିଛି ପାଇ ନାହାନ୍ତି ତେବେ ଆଶା ଛାଡନ୍ତୁ ନାହିଁ । ଆର୍ଥିକ ସ୍ଥିତି ମଜଭୁତ ରହିବ ।

Today Odia Horoscope
Today Odia Horoscope (ARIES)

ବୃଷ: ଆଜି ବିଦେଶରୁ ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ ସୁଫଳଯୁକ୍ତ ଖବର ପାଇବେ । ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ରମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।

Today Odia Horoscope
Today Odia Horoscope (TAURUS)

ମିଥୁନ: କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ । ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ଆପଣ ନିଜର କ୍ରୋଧୀ ଓ ବିବାଦୀୟ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଯଦି ସକ୍ଷମ ହେଲେ ଆଜିର ଦିନଟିକୁ ଖୁସିରେ କାଟିବା ଆପଣଙ୍କ ପକ୍ଷେ ସହଜସାଧ୍ୟ ହେବ । ନଚେତ୍‍ ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ ।

Today Odia Horoscope
Today Odia Horoscope (GEMINI)

କର୍କଟ: ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍‌ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟନର ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।

Today Odia Horoscope
Today Odia Horoscope (CANCER)

ସିଂହ: ଆଜି ଆପଣଙ୍କ ପାଇଁ ଶୁଭଦିନ ହୋଇ ନପାରେ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍‌ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ । ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।

Today Odia Horoscope
Today Odia Horoscope (LEO)

କନ୍ୟା: ହଠାତ ରାଗ ବଢିଯିବାରୁ ସୁନ୍ଦର ଆଲୋଚନା ସବୁ ଯୁକ୍ତିତର୍କ ଦିଗକୁ ଗତିକରିବ । ଭାଗ୍ୟରେ ହଠାତ ଖର୍ଚ୍ଚ ଅଛି, ସେଥିପାଇଁ ସତର୍କ ହୁଅନ୍ତୁ । ବନ୍ଧୁ ତଥା ପ୍ରିୟଜନଙ୍କ ସହ ନିଜର କ୍ଷ୍ୟାତି ବାଧା ପ୍ରାପ୍ତ ହେବ । ତେଣୁ ସେମାନଙ୍କ ସହ ବାହାରକୁ ଯାଆନ୍ତୁ । ପେଟଜନୀତ ରୋଗ ଭୋଗ ହୋଇପାରେ । ସୁଖାଦ୍ୟ ଖାଆନ୍ତୁ । ଅର୍ଥ ଲଗାଉଥିବା ବ୍ୟକ୍ତି ସଜାଗ ରହିବା ଭଲ ।

Today Odia Horoscope
Today Odia Horoscope (VIRGO)

ତୁଳା: ଆଜି ଦିନଟିରେ ଆପଣ ଦାୟିତ୍ୱହୀନତା ଏବଂ ବ୍ୟସ୍ତତା ଅନୁଭବ କରିବେ । ଆପଣ ଆପଣଙ୍କ ମାଆଙ୍କ ବିଷୟରେ ବ୍ୟସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ କାଗଜ ପତ୍ରରେ କଥାବାର୍ତ୍ତା କରିବାବେଳେ ସତର୍କ ରୁହନ୍ତୁ । ଯଦି ସମ୍ଭବ, ଭମଣ କରନ୍ତୁ ନାହିଁ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ଆପଣଙ୍କ ପ୍ରତି ଲଜ୍ଜାଶୀଳ ହେଉଥିବା ପରିସ୍ଥିତି ଭିତରକୁ ଯିବା ବର୍ଜନ କରନ୍ତୁ ।

Today Odia Horoscope
Today Odia Horoscope (LIBRA)

ବିଛା: ଆଜି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ । ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣ ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ । ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ । ତଥାପି ଆପଣ ଶାନ୍ତ ରୁହନ୍ତୁ ଏବଂ ସଠିକ୍‌ ରୁହନ୍ତୁ । ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।

Today Odia Horoscope
Today Odia Horoscope (SCORPIO)

ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ । କୌଣସି ଏକ ନିର୍ଣ୍ଣାୟକ କଥାରେ ଦ୍ୱିବିଧାରେ ପଡିପାର । ଯାହା ବିଶିଷ୍ଟ ନିର୍ଣ୍ଣୟକ ଅଟେ । ନିଜେ ଧିର ସ୍ଥିର ଭାବେ ରୁହ । ଅଯଥା ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ । ଯଦି ତୁମେ କିଛି ଅଘଟଣ ହେବାର ସୂଚନା ପାଉଛନ୍ତି ବା କ୍ଷତି ହେବା କଥା ଭାବୁଛନ୍ତି ତେବେ କର୍ମ କ୍ଷେତ୍ରରେ, ଅନ୍ତରର ସହ ଦେଖନ୍ତୁ । ଅତିଶୀଘ୍ର ସବୁ ଭଲ ହୋଇଯିବ । କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢି ପାରେ, ସନ୍ତୁଳନ ରକ୍ଷା କରନ୍ତୁ ।

Today Odia Horoscope
Today Odia Horoscope (SAGITTARIUS)

ମକର: ଆଜି, ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦ୍ବୀ ଭାବରେ ପ୍ରତିଷ୍ଠିତ କରାଇବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । ଯେହେତୁ ଏହା ଠିକ୍‌ ହେବାର ଜଣା ପଡୁନାହିଁ । ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସତର୍କତା ଅବଲମ୍ଵନ କରନ୍ତୁ ।

Today Odia Horoscope
Today Odia Horoscope (CAPRICORN)

କୁମ୍ଭ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଓ କ୍ଲାନ୍ତ ଅନୁଭବ କରିବେ । ପରିବାର ଭିତରେ ଦ୍ୱନ୍ଦ କଳହ ସୃଷ୍ଟି ହୋଇପାରେ ଯାହାକି ବାକ୍‌ଯୁଦ୍ଧର ରୂପ ନେଇପାରେ । ଯାହା ଫଳରେ ଆପଣ ହଇରାଣ ଏବଂ ବିରକ୍ତି ଅନୁଭବ କରିପାରନ୍ତି । ଆପଣ ଆପଣଙ୍କ ଖର୍ଚ୍ଚ, ରାଗ, ଏବଂ କଥା ଉପରେ ନଜର ରଖନ୍ତୁ ଏବଂ ଭବିଷ୍ୟତର କଳହ ପାଇଁ ପ୍ରସ୍ତୁତ ରୁହନ୍ତୁ ।

Today Odia Horoscope
Today Odia Horoscope (AQUARIUS)

ମୀନ: ଆଜି, ହଠାତ୍‌ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶାକରାଯାଏ । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ ।

Today Odia Horoscope
Today Odia Horoscope (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.