ହାଇଦ୍ରାବାଦ: ଲୋକାର୍ପଣ ହେଲା ଦେଶର ପ୍ରଥମ ପ୍ରଥମ ଭୂ-ଲମ୍ବ ଲିଫ୍ଟ ସମୁଦ୍ର ସେତୁ। ପାମ୍ବନ ବ୍ରିଜ୍ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମନବମୀରେ ଉଦଘାଟିତ ହୋଇଛି ବହୁପ୍ରତୀକ୍ଷିତ ତାମିଲନାଡୁର ନୂତନ ପାମ୍ବନ ବ୍ରିଜ୍ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

#WATCH | Rameswaram, Tamil Nadu: PM Narendra Modi inaugurates New Pamban Bridge - India’s first vertical lift sea bridge and flags off Rameswaram-Tambaram (Chennai) new train service, on the occasion of #RamNavami2025
— ANI (@ANI) April 6, 2025
(Source: DD) pic.twitter.com/VjnOwt4Rpj
ଜାହାଜ ଆସିଲେ ଉପରକୁ ଉଠିଯିବ ବ୍ରିଜ ଏହି ବ୍ରିଜ-
ଏମିତି ଏକ ବ୍ରିଜ ଯାହା ଭାରତରେ ପ୍ରଥମଥର ପାଇଁ ଜାହାଜ ଆସିଲେ ଉପରକୁ ଉଠି ଯିବ । ନୂଆ ଟେକନୋଲୋଜୀ ସହିତ ପାମ୍ବନ ବ୍ରିଜର ରୂପରେଖ ବଦଳିଛି । ଏହା ଉପରେ ଟ୍ରେନ ଗଡିବ, ଜାହାଜର ଯାତାୟତ ପାଇଁ ଆପେଆପେ ଉପରକୁ ଉଠିଯିବ ।

Rameswaram, Tamil Nadu: PM Narendra Modi inaugurates New Pamban Bridge - India’s first vertical lift sea bridge and flags off Rameswaram-Tambaram (Chennai) new train service, on the occasion of #RamNavami2025 pic.twitter.com/6ts8HNdwqy
— ANI (@ANI) April 6, 2025

ନୂଆ ପାମ୍ବନ ବ୍ରିଜ-
ବ୍ରିଟିଶ ଅମଳରେ ତିଆରି ହୋଇଥିବା ତାମିଲନାଡୁର ପାମ୍ବନ ରେଲୱେ ବ୍ରିଜର ହୋଇଛି ନବକେଳେବର । ଐତିହ୍ଯସଂପନ୍ନ ଭାରତର ଏହା ହେଉଛି ପ୍ରଥମ ସାମୁଦ୍ରିକ ସେତୁ । ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସମ୍ମୁଖିନ କରି ୧୯୧୪ ମସିହାରେ ନିର୍ମିତ ପମ୍ବନ ବ୍ରିଜ ଏବେ ନୂଆ ଅବତାରରେ ସମଗ୍ର ବିଶ୍ୱ ଆଗକୁ ଆସିଛି । ପୁରୁଣା ବ୍ରିଜକୁ ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ନୂଆ ବ୍ରିଜ୍ ।
#WATCH | Rameswaram, Tamil Nadu: PM Narendra Modi inaugurates New Pamban Bridge - India’s first vertical lift sea bridge and flags off Rameswaram-Tambaram (Chennai) new train service, on the occasion of #RamNavami2025
— ANI (@ANI) April 6, 2025
(Source: DD) pic.twitter.com/4nbYJ69Jtr
Heritage meets technology.#PambanBridge connecting Rameswaram. pic.twitter.com/nN0evsefUV
— Ashwini Vaishnaw (@AshwiniVaishnaw) December 28, 2022
ରାମେଶ୍ୱରମ-ପାମ୍ବନ ସେତୁ ନେଲା ନୂଆ ରୂପ-

ଦକ୍ଷିଣଭାରତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭେଟି । ରାମେଶ୍ୱରମ-ପାମ୍ବନ ମଧ୍ୟରେ ରେଳ ସେତୁକୁ ଉଦଘାଟନ କରିଛନ୍ତି ମୋଦୀ । ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ । ଦକ୍ଷିଣ ଭାରତକୁ ବଡ଼ ଭେଟି ମିଳିଛି ରାମ ନବମୀରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ରାମେଶ୍ୱରମ୍ ଗସ୍ତ କରି ଆରବ ସାଗର ଉପରେ ନିର୍ମିତ ନୂତନ ପାମ୍ବନ ସେତୁର ଉଦଘାଟନ କରିଛନ୍ତି ।
Spectacular views!
— Southern Railway (@GMSRailway) April 5, 2025
Watch as a Southern Railway train glides across the New pamban Vertical Lift Bridge, surrounded by the endless blue sea and sky.
A marvel of engineering & a sight to behold! 💙✨
#SouthernRailway #pambanbridge #Rameswaram pic.twitter.com/XguoNwc4Bu
Imagine a Ghibli film set on the shores of India.
— Southern Railway (@GMSRailway) April 5, 2025
The Pamban Bridge, a ribbon of steel stretching across the turquoise sea, reimagined in the style of Studio Ghibli.
A beautiful blend of reality and fantasy.#Ghibli #PambanBridge #India #SouthernRailway #StudioGhibliArt pic.twitter.com/OxuNbztSZh
୨.୦୮ କିଲୋମିଟର ଲମ୍ବା ଏହି ସେତୁ ଭାରତର ତାମିଲନାଡୁର ରାମେଶ୍ୱରମ ସହ ମଣ୍ଡପମକୁ ସଂଯୋଗ କରେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି, ଏହାକୁ ଡବଲ୍ ଟ୍ରାକ୍ ଏବଂ ହାଇ-ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି ।
Witness history in motion!
— Southern Railway (@GMSRailway) April 4, 2025
Ahead of the grand inauguration this Sunday, 6 April2025, here’s a glimpse of the New #pambanbridge in action—lifting & lowering to make way for marine traffic.
A marvel of engineering connecting Rameswaram like never before!
#SouthernRailway pic.twitter.com/Cefd9lo4U4
Bridging the past and the future!✨
— Southern Railway (@GMSRailway) April 4, 2025
The iconic old Pamban Bridge, which served for over a century, stands beside the new marvel, glowing in vibrant lights.
A tribute to engineering excellence across generations!#PambanBridge #ThenAndNow #SouthernRailway #Rameswaram pic.twitter.com/mMpl3vFNg9


ଷ୍ଟେନଲେସ୍ ଷ୍ଟିଲରେ ତିଆରି ହୋଇଛି ଏହି ନୂତନ ସେତୁ-
ଆଉ ଏଥି ପାଇଁ ଏହି ସେତୁ ଦୀର୍ଘସ୍ଥାୟୀ ହେବା ସହିତ ଏହା ଆଗାମୀ 100 ବର୍ଷ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଇଛି । କଳଙ୍କି ଏବଂ ସମୁଦ୍ରର ଲୁଣିଆ ପାଣି ଏହି ବ୍ରିଜର କିଛି ପରିପାରିବ ନାହିଁ । ପୁରୁଣା ସେତୁଟି କଳଙ୍କି ଲାଗିବା ଯୋଗୁଁ ୨୦୨୨ ମସିହାରେ ବନ୍ଦ କରାଯାଇଥିଲା । ଏହା ପରେ ରାମେଶ୍ୱରମ୍ ଏବଂ ମଣ୍ଡପମ୍ ମଧ୍ୟରେ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
Shortly…
— Ashwini Vaishnaw (@AshwiniVaishnaw) April 6, 2025
PM @narendramodi Ji will inaugurate the New Pamban Bridge and flag off the new Rameswaram-Tambaram (Chennai) train service.
📍Tamil Nadu pic.twitter.com/1WxTZtGr93

ରାମେଶ୍ୱରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ, ବିଶ୍ୱ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା । ଏହା ୫୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ । ଏଥିରେ ୯୯ଟି ସ୍ପାନ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି, ଯାହା 17 ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ ।
#WATCH | Rameswaram, Tamil Nadu: PM Narendra Modi to inaugurate the New Pamban Bridge - India’s first vertical lift sea bridge and flag off Rameswaram-Tambaram (Chennai) new train service today, on the occasion of #RamNavami2025
— ANI (@ANI) April 6, 2025
(Visuals of the trial run being conducted ahead… pic.twitter.com/n8ArAgxgQ4
ଚର୍ଚ୍ଚିତ ପାମ୍ବନ ବ୍ରିଜ୍-
ନୂଆ ଷ୍ଟାଇଲ୍ରେ ତିଆରି ହୋଇଛି ବହୁ ଚର୍ଚ୍ଚିତ ପାମ୍ବନ ବ୍ରିଜ୍ । ବ୍ରିଜ୍କୁ ନୂଆ ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି ।ଏଣିକି ପ୍ରଥମ ଥର ପାଇଁ ଭାରତରେ ରେଲେଓ୍ୱ ବ୍ରିଜ ଉପରକୁ ଉଠିବ । ସମୁଦ୍ର ଉପରେ ତିଆରି ଏହି ବ୍ରିଜରେ ୯୯ଟି ସ୍ପାନ୍ ୧୮.୩ ମିଟର ଲମ୍ବର ହୋଇଥିବା ବେଳେ ଆଉ ଏକ ସ୍ପାନର ଲମ୍ବ ୭୨.୫ ମିଟର ରହିବ । ଏହି ୭୨.୫ ମିଟର ଲମ୍ବର ସ୍ପାନ ଉପରକୁ ଉଠିବ । ଏହାଫଳରେ ବ୍ରିଜ ତଳେ ଜାହାଜ ଗୁଡିକ ଯାଇପାରିବ ।
An Engineering Marvel under Modi's era – Presenting India’s first vertical lift sea bridge!
— Smriti Z Irani (@smritiirani) April 6, 2025
📍 New Pamban Bridge pic.twitter.com/5Yw9AOnp5J
ରେଳ ବିକାଶ ନିଗମ ଲିମିଟେଡ ପକ୍ଷରୁ ସମୁଦ୍ର ଉପରେ ତିଆରି ହେଉଥିବା ବ୍ରିଜର ଲମ୍ବ ୨ କିଲୋମିଟର ୫୦ ସେମି ରହିଛି । ଏଥିପାଇଁ ବ୍ୟୟ ଅଟକଳ ରହିଛି ୫୩୫ କୋଟି ଟଙ୍କା । ତାମିଲନାଡୁର ରାମେଶ୍ୱରମ୍ ସହ ପାମ୍ବନକୁ ସଂଯୋଗ କରୁଥିବା ଏହି ବ୍ରିଜରେ ଏ୍ୟତିହ୍ୟ ସହ ଅତ୍ୟାଧୁନିକ କାରିଗରୀର ସମନ୍ୱୟ ନିର୍ମିତ । ଆମେରିକାର ହାଥ୍ରୋନ୍ ବ୍ରିଜ୍, ଅଷ୍ଟ୍ରେଲିଆର ରାଇଡ୍ ବ୍ରିଜ୍ ଓ ଫ୍ରାନ୍ସର ଜ୍ୟାକସ୍ ବ୍ରିଜ ଢାଞ୍ଚାରେ ଏହି ବ୍ରିଜ୍ ନିର୍ମାଣ ହୋଇଛି ।
Witness history in motion!
— Southern Railway (@GMSRailway) April 4, 2025
Ahead of the grand inauguration this Sunday, 6 April2025, here’s a glimpse of the New #pambanbridge in action—lifting & lowering to make way for marine traffic.
A marvel of engineering connecting Rameswaram like never before!
#SouthernRailway pic.twitter.com/Cefd9lo4U4
PM @narendramodi is set to inaugurate the new Pamban Rail Bridge -- India’s first vertical lift sea bridge today.
— Ministry of Information and Broadcasting (@MIB_India) April 6, 2025
The bridge, linking Rameswaram to the mainland, stands as a remarkable feat of Indian engineering on the global stage.#NewPambanBridge #NewIndia #PambanBridge… pic.twitter.com/v3TH83O7eJ
The New Pamban Bridge soars above the waves, ushering in enhanced connectivity and modern innovations.#PambanBridge pic.twitter.com/Fl1S3hjYLf
— Western Railway (@WesternRly) April 5, 2025
Bridging the past, lifting the New,
— Western Railway (@WesternRly) April 5, 2025
Pamban stands tall with a breathtaking view 🚆🌊
This Ram Navami, witness India's First Vertical Lift Railway Sea Bridge—unveiling in ONE day! 🇮🇳#PambanBridge pic.twitter.com/2Yzh6nKObT
ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ର ଶୀର୍ଷରେ ଭାରତ-
ଦେଶ ଦେଖିଲା ଇଞ୍ଜିନିୟରିଂ ଚମତ୍କାରିତା । ସମୁଦ୍ର ଗର୍ଭରେ ତିଆରି ହୋଇଛି ବ୍ରିଜ୍ । 100ରୁ ଅଧିକ ବର୍ଷ ହେଲା ଏକ ଦ୍ବୀପ ସହ ଭାରତୀୟ ଭୁମିଖଣ୍ଡକୁ ଯୋଡ଼ିବାରେ ସହାୟକ ହେଉଛି ବ୍ରିଟିଶ ଅମଳରେ ନିର୍ମିତ ବ୍ରିଜ । ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଶ୍ରେଷ୍ଠ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାମିଲନାଡ଼ୁର ମଣ୍ଡପମ ଓ ତୀର୍ଥଦ୍ବୀପ ରାମେଶ୍ବରମକୁ ଯୋଡ଼ୁଛି ଏହି ରେଳ ବ୍ରିଜ ।