ETV Bharat / bharat

ରାଶିଫଳ: ମେ' ମାସର ଶେଷ ରବିବାର, କେମିତି କଟିବ ? - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ । କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କ'ଣ ରହିଛି । ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

Odia Rashifal Predictions for Sunday
Odia Rashifal Predictions for Sunday (ETV Bharat)
author img

By ETV Bharat Odisha Team

Published : May 25, 2025 at 12:02 AM IST

3 Min Read

ମେଷ: କିଛି ନିଷ୍ପତ୍ତି ନେଵା କଠିନ ହୋଇପଡ଼ିଵ । କିନ୍ତୁ ଦୃଢ଼ ସଂକଳ୍ପ କାର୍ଯ୍ୟରେ ଵ୍ରତୀ ହେଵାପାଇଁ ସହଯୋଗ କରିଵ । ଭାଵପ୍ରଵଣତା କାର୍ଯ୍ୟକୁ ପ୍ରଭାଵିତ କରିପାରେ । କିନ୍ତୁ ଥରେ ନିଷ୍ପତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିଵାକୁ ହେଵ । ଆହୁରି ମଧ୍ୟ ପରିସ୍ଥିତିକୁ ସାମ୍ନା କରିଵାପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେଵାକୁ ପଡ଼ିଵ ।

ବୃଷ: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି । ଭଲ ଖବର ହେଉଛି ଏହା ଆପଣ ଚେଷ୍ଟା କଲେ ସଂପୁର୍ଣ୍ଣ ଭାବରେ ଏଡାଇ ପାରିବେ । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ, ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ, ଏବଂ ସେଗୁଡିକ ଏଡାନ୍ତୁ । ଯାତ୍ରା କରିବା ବେଳେ ବା ଗାଡି ଚାଳନା କରିବା ବେଳେ ଯଥେଷ୍ଟ ସତର୍କ ରୁହନ୍ତୁ ।

ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପ୍ରେମ ଏବଂ ପରିଶ୍ରମର ଲାଭ ଉଠାନ୍ତୁ, ବିଶେଷ ଭାବରେ ସନ୍ଧ୍ୟାରେ । ଆପଣଙ୍କର ଭଲ ଭାଗ୍ୟ ଆପଣଙ୍କୁ ଖୁସି ଦେବ । ସମସ୍ତ କ୍ଷେତ୍ରରୁ ଲାଭ ପ୍ରବାହିତ ହେବ । ଯେତେବେ‍ଳେ ଆପଣଙ୍କର ପାଟର୍ଣ୍ଣର କିମ୍ବା ବରିଷ୍ଠ ଅଧିକାରୀ ପ୍ରଶଂସା ଢାଳନ୍ତି , ଆପଣ ନମ୍ରତାର ସହିତ ଗ୍ରହଣ କରନ୍ତୁ । ଆପଣ ଏକ ବଡ ଧରଣର ପ୍ରକଳ୍ପ ପାଇବାର ସମ୍ଭାବନା ରହିଛି କିମ୍ୱା ଏକ ରାଜିନାମା କାର୍ଯ୍ୟକାରୀ ହେବାରେ ଅପେକ୍ଷାରେ ଅଛି ।

କର୍କଟ: ପେଶାଦାରମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡି ପାରନ୍ତି ।

ସିଂହ: ନିଜ ଜୀଵନରେ କାହାକୁ ବେଶି ଅପେକ୍ଷା କରିଥିଵା ଵ୍ୟକ୍ତିଙ୍କୁ ଆଜି ଭେଟିଵେ । ନିଜ ଜୀଵନସାଥୀଙ୍କୁ ମୂଲ୍ୟଵାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେଵେ, ସଫଳତା ପ୍ରଦର୍ଶନ କରିଵାକୁ ସକ୍ଷମ ହେଵେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ । ଯାତ୍ରା ସଫଳ ହେବ । ରାଜନୀତି ସହ ଜଡିକ ବ୍ୟକ୍ତିଙ୍କ ପ୍ରତିଷ୍ଠା ବଢ଼ିବ ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ୱପୂର୍ଣ୍ଣ ଦିନ । ଆପଣଙ୍କୁ ପ୍ରୋତ୍ସାହିତ କରାଯାଉଛି ଯେ ଆପଣ ବହୁ ପୁର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ଅବଶ୍ୟ, ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ, ଯଦି ଆପଣ ଜୀବନର ଅନ୍ୟ କ୍ଷେତ୍ରରେ ଯତ୍ନଶୀଳ ହେବେ, ତାହା ସ୍ୱାସ୍ଥ୍ୟ କିମ୍ୱା ପୃଷ୍ଟିସାର ହେଉ କିମ୍ୱା ଅର୍ଥ କିମ୍ୱା ସଂପର୍କ ବିଷୟ ହେଉ ।

ତୁଳା: ନିଜର ରୂପ ସୌନ୍ଦର୍ଯ୍ୟ ପ୍ରତି ସମ୍ବେଦନଶୀଳ ହୋଇ ଦାମୀ କସମେଟିକ୍ସ କିଣି ପାରନ୍ତି । ନିଜର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ଵୃଦ୍ଧି ସକାଶେ ଵସ୍ତ୍ର କିଣାକିଣି ପାଇଁ ଵାହାରିପାରନ୍ତି । ଆକଷ୍ମିକ ଅର୍ଥ ଲାଭ ହେବାର ସମ୍ଭାବନା ରହିଛି । ପୂରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ । ଦାମ୍ପତ୍ୟ ଜୀବନ ସୁଖରେ କଟିବ ।

ବିଛା: ଆଜି ଆପଣଙ୍କ ଜୀଵନରେ ଏକ ସାଂସାରିକ ଦିନ । କିଛି ଆଖି ଦୃଶିଆ ଜିନିଷ ଘଟିବାର ନାହିଁ । ଖୁସି ରୁହନ୍ତୁ ଓ ଜୀଵନରେ କିଛି ମସଲା ଭରିଵାକୁ ଚେଷ୍ଟା କରନ୍ତୁ । ଆପଣ ଜାଣନ୍ତି ନାହିଁ ଯେ କେଵେ ଗ୍ରହମାନେ ନିଜର ମନ ବଦଳାଇଵେ ଓ ଆପଣଙ୍କପାଇଁ ସୁଖଦ ଭଵିଷ୍ୟତ ଆଣିଵେ । ଆଶାକୁ ଜୀଵନ୍ତ ରଖିଥାନ୍ତୁ । ଘରେ ହସଖୁସିରେ ସମୟ କାଟିବେ ।

ଧନୁ: ଆପଣଙ୍କ ପିଲାଙ୍କ ଶରୀର ଏବଂ ପାଠପଢା ସଂକ୍ରାନ୍ତିୟ ବିଷୟ ସାରାଦିନ ଆପଣଙ୍କୁ ଚିନ୍ତାଗ୍ରସ୍ତ କରି ପକାଇବ । ଆପଣଙ୍କ ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଯଦିଓ ଆପଣ ଆପଣଙ୍କ କାମ ସଫଳତାର ସହ ସଂପୂର୍ଣ୍ଣ କରିପାରିନାହାନ୍ତି । ଆଜି ଆପଣ କିଛି ବିଷୟରେ କଳ୍ପନା କରିପାରନ୍ତି । ସାହିତ୍ୟ ଆଡକୁ ଆପଣଙ୍କର ଟିକିଏ ଢଳି ପଡିବାର ସମ୍ବାବନା ଅଛି । କଥା କହିବା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର: ଆଜି ଶକ୍ତିହୀନ ଏବଂ କ୍ଳାନ୍ତ ଅନୁଭବ କରିପାରନ୍ତି । ଶାରିରୀକ ଭାବରେ ଆପଣ ଶକ୍ତିଶାଳୀ ଅନୁଭବ କରି ନପାରନ୍ତି । ପୂର୍ବର କିଛି ଘଟଣା ଆପଣଙ୍କୁ ଆଜି ବି ବ୍ୟସ୍ତ କରିପାରେ । ଆପଣଙ୍କ ମନରେ ବିରକ୍ତିଭାବ ଏବଂ ଅଶାନ୍ତି ସୃଷ୍ଟି ହୋଇପାରେ । ଆଜି ଆଖପାଖର ଲୋକ ଶତ୍ରୁତା କରିପାରନ୍ତି । ଖର୍ଚ୍ଚର ପରିମାଣ ସାମାନ୍ୟା ବଢ଼ିପାରେ ।

କୁମ୍ଭ: ଆଜି ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଆଗକୁ ଅଗ୍ରସର ହେବାକୁ ପ୍ରସ୍ତୁତ । ମନ ଆଗ୍ରହୀ, ଆଶାବାଦୀ ଏବଂ ଉଲ୍ଲାସର ଭରା ହୋଇଛି । ଆଜି ଆପଣଙ୍କ ସମସ୍ତ ସମସ୍ୟା ଦୂରେଇ ଯିବ । ଆପଣ ନିଶ୍ଚିତ ଭାବରେ ଉତ୍ସାହୀ ଅନୁଭବ କରିବେ କାରଣ ଆପଣଙ୍କ ଭାଗ୍ୟ ବର୍ତ୍ତମାନ ଆପଣଙ୍କର ଉପରେ ଆଶୀର୍ବାଦ ବର୍ଷା କରୁଛି । ଅର୍ଥ କାରବାରରୁ ଲାଭ ମିଳିବ । ସମ୍ମାନିତ ହେବେ ।

ମୀନ: ଆଜି ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ ଓ ମାତାଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିବ । ମନରେ କିଛି ଚିନ୍ତା ରହିବ ଚାକିରିରେ ଅସୁବିଧା ସାମ୍ନା କରିବେ । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦେବେ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । କଠିନ ପରିଶ୍ରମର ସଠିକ ଫଳ ପାଇ ନପାରନ୍ତି । ଦୂରଯାତ୍ରା କରିବା ଦ୍ବାରା ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.