ETV Bharat / bharat

ପଣା ସଂକ୍ରାନ୍ତି ରାଶିଫଳ: ଭାଗ୍ୟଶାଳୀ ହେବେ ଏହି ରାଶି - PANA SANKRANTI RASHIFAL

ପଣା ସଂକ୍ରାନ୍ତିରେ କେମିତି କଟିବ ଦିନ । କେଉଁମାନଙ୍କ ଉପରେ ଧନ ବର୍ଷା କରିବେ ଧନଲକ୍ଷ୍ମୀ । ପଢ଼ନ୍ତୁ ଆଜିର ରାଶିଫଳ ।

Today Odia Rashifal
Today Odia Rashifal (ETV Bharat)
author img

By ETV Bharat Odisha Team

Published : April 14, 2025 at 12:00 AM IST

2 Min Read

ମେଷ: ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁ ମଧ୍ୟ ପାଇ ପାରନ୍ତି । ଆୟକୁ ଦେଖି ବ୍ୟୟ କରନ୍ତୁ । ଶତ୍ରୁଙ୍କ ପ୍ରତି ସଜାଗ ରୁହନ୍ତୁ ।

Today Odia Rashifal
Today Odia Rashifal (ARIES)

ବୃଷ: ଆଶ୍ଚର୍ଯ୍ୟ ଜନକ ଭାବରେ ଆଜିର ଦିନ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ କଠିନ ପରିସ୍ଥିତିରେ ଉପର ତଳ ହେବେ କିନ୍ତୁ ଆପଣ ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରହିବେ । ଖର୍ଚ୍ଚର ପରିମାଣ ବଢ଼ିପାରେ ।

Today Odia Rashifal
Today Odia Rashifal (TAURUS)

ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ । ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ନଜର ଦେବା ଆବଶ୍ୟକ । ଆପଣ ସହଜରେ ପେଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଆପଣଙ୍କ ପିଲା, ସ୍ୱାମୀ/ସ୍ତ୍ରୀ କିମ୍ୱା ପ୍ରୀୟଜନଙ୍କ ଆବଶ୍ୟକତା ଆଡକୁ ଧ୍ୟାନର ସହିତ ନଜର କରନ୍ତୁ । ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ସାମାନ୍ୟ ଅନ୍ୟମନସ୍କ ରହିପାରନ୍ତି ।

Today Odia Rashifal
Today Odia Rashifal (GEMINI)
Today Odia Rashifal
Today Odia Rashifal (CANCER)

କର୍କଟ: ଆଜି ଦିନଟି ମହିଳାଙ୍କ ପାଇଁ ଭାଗ୍ୟଶାଳୀ ରହିବ । ଆପଣ ଛୋଟ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଏହା ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆଉ ମଧ୍ୟ ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆପଣ ଆଜି ଦିନଟି ମଧ୍ୟ ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ବିତାଇବେ । ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି ।

ସିଂହ: ପୁରୁଣା ସହଯୋଗୀଙ୍କ ସହ ମିଶି ଆଜିର ଦିନକୁ ଉପଭୋଗ କରନ୍ତୁ ଓ ନୂଆ ସମ୍ପର୍କ ଯୋଡ଼ନ୍ତୁ । ଘରକୁ ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ । ପ୍ରତି କାର୍ଯ୍ୟ ସଫଳତାର ସହ ଶେଷ କରିବେ । ପ୍ରତିଷ୍ଠା ବଢ଼ିବ ।

Today Odia Rashifal
Today Odia Rashifal (LEO)

କନ୍ୟା: ବ୍ୟବସାୟ ଓ ଅଵସର ମଧ୍ୟରେ ସମନ୍ୱୟ ରହିବ । ଆଜି ଅନ୍ତହିନ ପାର୍ଟିରେ ଯୋଗଦାନ କରି ଆନନ୍ଦିତ ହେବେ ଓ ଆପଣଙ୍କ ଖର୍ଚ୍ଚରେ ମଧ୍ୟ ଵୃଦ୍ଧି ଘଚିପାରେ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ।

Today Odia Rashifal
Today Odia Rashifal (VIRGO)

ତୁଳା: ନାଟକୀୟ ଢଙ୍ଗରେ ଆପଣ ପ୍ରଦର୍ଶନର ନେତୃତ୍ୱ ନେବେ । ଆପଣଙ୍କ ଠାରୁ ଆଶା କରାଯାଇ ପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତି ସଫଳ ହେବ ।

Today Odia Rashifal
Today Odia Rashifal (LIBRA)

ବିଛା: ସମ୍ପର୍କ ଜୀଵନର ସଂଯୋଗ ବିନ୍ଦୁ ଅଟେ । ନିକଟ ସମ୍ବନ୍ଧୀୟ ଆପଣଙ୍କ ଚାରିପାଖରେ ଥିବା ସମୟରେ ଆପଣଙ୍କ ତାଙ୍କ ପ୍ରତି ଥିବା ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ସ୍ବତନ୍ତ୍ର ଏପରି ଅନୁଭଵ କରାନ୍ତୁ ।

Today Odia Rashifal
Today Odia Rashifal (SCORPIO)

ଧନୁ: ଆଜି ଆପଣଙ୍କ ଭାଗ୍ୟରେ ସୁଖ ସମୃଦ୍ଧିର ଯୋଗ ଅଛି । କାମରେ ଆସୁଥିବା ଅସୁବିଧାକୁ ଦୂର କରିବା ପାଇଁ ଆପଣଙ୍କ ନିକଟରେ ଏକ ବିଶେଷ ଅଭିଜ୍ଞତା ଅଛି । ଆପଣଙ୍କର ଏହି ଦୃଷ୍ଟିଭଙ୍ଗୀ ଆପଣଙ୍କ ବନ୍ଧୁମାନଙ୍କର ମନ କିଣି ନିଏ ।

Today Odia Rashifal
Today Odia Rashifal (SAGITTARIUS)

ମକର: କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ଉଭୟ ଆପଣଙ୍କୁ ଅପେକ୍ଷା କରିଛି । ତେବେ ବଡ଼ କଥା ହେଉଛି ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । ସେମାନେ ନୂଆ ପ୍ରକଳ୍ପ ପାଇଁ ଆପଣଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇବେ । ଯେଉଁମାନେ ଚାକିରି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ସେମାନେ କିଛି ସମୟ ଅପେକ୍ଷା କରନ୍ତୁ । ଏହା ଉତ୍ତମ ସମୟ ନୁହେଁ ।

Today Odia Rashifal
Today Odia Rashifal (CAPRICORN)

କୁମ୍ଭ: ଆଜି ଆପଣଙ୍କର ଦିନ ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାଵରଣ ସୃଷ୍ଟି କରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଏହାକୁ ଅଧିକ କଷ୍ଟ କରିବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାଵନା ଅଛି ଓ ପଡ଼ୋଶୀ ନିଆଁରେ ଘିଅ ଢାଳିଲା ଭଳି କାମ କରିବେ ।

Today Odia Rashifal
Today Odia Rashifal (AQUARIUS)

ମୀନ: ଆପଣ ଦୈନିକ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ, ତେବେ ଭାଗ୍ୟ ଦୁର୍ଵଳ ଥିବାରୁ ଆପଣଙ୍କୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାଵନାକୃୁ ନିୟନ୍ତ୍ରଣରେ ରଖନ୍ତୁ ।

Today Odia Rashifal
Today Odia Rashifal (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.